ଶବ୍ଦାର୍ଥ:
କେଳେଶୀ — ଉଚ୍ଚାରଣ: Keḻeṡī
ଗ୍ରା. ବିଣ. (ସଂ. କ୍ଳେଶୀ) —
କ୍ଳେସଭୋଗୀ; ଯେ କଷ୍ଟ ପାଉଥାଏ — Suffering; afflicted.
ଜଳ ନିନ୍ଦା କଲେ ସଦା ହୁଅଇ କେଳେଶୀ—ମାର୍କଣ୍ଡେୟପୁରାଣ