କେରଳ
କେରଳ —
ଉଚ୍ଚାରଣ: Keraḻa
ସଂ. ବି —
୧: ଭାରତର ଦକ୍ଷିଣ ପଶ୍ଚିମ ଉପକୂଳସ୍ଥ ମାଲବାର ପ୍ରଦେଶ —୧. The modern Malabar coast in the southwest of India.
୨: ୟାୟାବର ମ୍ଳେଛଜାତିବିଶେଷ; କେଳା — ୨. A tribe of wandering nomads.
୩: କ୍ଷତ୍ରିୟଜାତିବିଶେଷ —୩. A class of Kshatriyas.
୪: କେରଳ ଦେଶର ରାଜା — ୪. A king of the Keraḻa country.
୫: କେରଳ ଦେଶବାସୀ ବ୍ୟକ୍ତି — ୫. A man of the Keraḻa country.
୬: ଆକ୍ରୀଡ଼ ରାଜାଙ୍କ ପୁତ୍ର ବିଶେଷ (ଏହାଙ୍କ ନାମରୁ କେରଳ ଦେଶର ନାମକରଣ ହୋଇଅଛି —M.W.) ୬. Name of son of king Ākriṟḍ̠a.
ସଂ. ବିଣ —
ମାଲାବାର ଦେଶବାସୀ —Inhabiting the Keraḻa country or Malabar.