ଶବ୍ଦାର୍ଥ:

କେନ୍ଦରେଇବା
ଉଚ୍ଚାରଣ: Kendreibā

ଦେ. କ୍ରି —

୧: ଖେଳରେ ଜିତିବା ସକାଶେ ଗୋଳାଇବା ବା ଧପ୍ପାବାଜି କରିବା; ଗେନ୍ଦରେଇବା — ୧. To use unfair means in a game or play.

୨: (ସଂ. କନ୍ଦଳ) ୟାଦୁ, କାଛୁ, କୁଣ୍ଡିଆ ଆଦି ପାଚି ପୂଜ— ପାଣି ଦେବା ଓ ଘାଆ ହେବା —୨. To ulcerate (said of sores, ringworm or itches turning watery).

ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) —

୧: କୋଣ ଭାଙ୍ଗି ଗତି କରିବା — ୧. To turn a corner while moving.

୨: ବକ୍ରଗତି କରିବା —୨. To take a zigzag course; to move in a round about course.