କେତେକର
କେତେକର —
ଉଚ୍ଚାରଣ: Ketekara
কতকার
कितनेका
ଦେ. ବିଣ —
୧: କେତେ ମୂଲ୍ୟର? — ୧. Of what value?
୨: କେତେକ ପରିମାଣର? — ୨. Of what quantity?
୨: ଅଳ୍ପ ପରିମାଣ ବା ମୁଲ୍ୟବିଶିଷ୍ଟୃ ୨. Insignificant in value or number.
୩: ଅତି ସାମାନ୍ୟ;ହେୟ — ୩. Very insignificant.
କୂରୁମାନେ ଅବା ଅ଼ଟନ୍ତି କେତେକର କି କରି ସହିବେ ସେ ଶାମ୍ଭଙ୍କର ଶର କୃଷ୍ଣସିଂହ. ମହାଭାରତ. ବନ