ଶବ୍ଦାର୍ଥ:
କେଡ଼ି — ଉଚ୍ଚାରଣ: Keṟḍ̠i
ପ୍ରାଦେ. (ଗଞ୍ଜାମ) ବି. (ତୁଳ. ଫା. କୈଦୀ) —
ଦାଗୀ; କାରାମୁକ୍ତ ଲୋକ —A person set free from imprisonment; ex-convict.