ଶବ୍ଦାର୍ଥ:
କୃଷ୍ଣାଗୁରୁ — ଉଚ୍ଚାରଣ: Kṛushṇāguru
ସଂ. ବି. (କର୍ମଧା; କୃଷ୍ଣ+ଅଗୁରୁ) —
ଗୁଗ୍ଗୁଳ; ଅଗୁରୁ; ଚନ୍ଦନ; କୃଷ୍ଣଚନ୍ଦନ —Aloes wood; eagle wood used as insense; The Agaelocheum.