ଶବ୍ଦାର୍ଥ:
କୃଷିବୃତ୍ତି — ଉଚ୍ଚାରଣ: Kṛushibṛutti
ଦେ. ବି. (ସଂ. କୃଷି+ବୃତ୍ତି; ସହଚର) —
କୃଷିବାଡ଼ି (ଦେଖ) Kṛushibāṟḍ̠i (See)
ସଂ. ବି —
କୃଷିରୂପ ଜୀବିକା — Agriculture as one's livehood.
ସଂ. ବି. ଓ ବିଣ. (ବହୁବ୍ରୀହି) —
କୃଷିଜୀବି (ଦେଖ) Kṛushijībī (See)