ଶବ୍ଦାର୍ଥ:

କୃ (ଧାତୁ) —
ଉଚ୍ଚାରଣ: Kṛu (root)

ସଂ —

୧: କରିବା — ୧. To do; to perform.

୨: ଆଦେଶ କରିବା —୨. To order.

୩: ଆଘାତ କରିବା —୩. To hurt.

୪: ବନ୍ଦୋବସ୍ତ କରିବା —୪. To arrange.

୫: ମାରି ପକାଇବା —୫. To kill.

୬: ନିର୍ମାଣ କରିବା —୬. To make; to bulid.

୭: ପ୍ରସ୍ତୁତ କରିବା —୭. To prepare.

୮: ସୃଷ୍ଟି କରିବା —୮. To create.

୯: ରଚନା କରିବା —୯. To form; to compose.

୧: ଘଟାଇବା — ୧୦. To cause; to brin about.

୧୧: ବଳାତ୍କାରରେ ସ୍ତ୍ରୀକୁ ହରଣ କରିବା — ୧୧. To violate; to outrage.

୧୨: ଆରମ୍ଭ କରିବା —୧୨. To begin.

୧୩: ବିଚାର କରିବା —୧୩. To consider.

୧୪: ବ୍ୟବହାର କରିବା — ୧୪. To make use of; to employ.

୧୫: ବିଭକ୍ତ କରିବା —୧୫. To divide.

୧୬: ପୂଜା କରିବା —୧୬. To worship.

୧୭: ସଙ୍କଳ୍ପ କରିବା —୧୭. To resolve.

୧୮: ସାହାର୍ୟ୍ୟ କରିବା —୧୮. To help.

୧୯: ଜାତ କରିବା — ୧୯. To produce; to bring borth.

୨: କହିବା; ବର୍ଣ୍ଣନା କରିବା — ୨୦. To tell; to narrate; to describe.

୨୧: (ଆଦେଶ) ପାଳିବା — ୨୧. To obey; to carry out; to execute.

୨୨: କାର୍ୟ୍ୟରେ ନିଯୁକ୍ତ କରିବା — ୨୨. To appoint; to entrust.

୨୩: ରଖିବା; ସ୍ଥାପିବା —୨୩. To place.

୨୪: ଶବ୍ଦ କରିବା —୨୪. To make a sound.

୨୫: ଉଚ୍ଚାରଣ କରିବା — ୨୫. To utter; to pronounce.

[ଦ୍ର—ଏହି ଧାତୁ ଅନ୍ୟ ବିଶେଷ୍ୟ, ବିଶେଷଣ ଓ ଅବ୍ୟୟ ପଦମାନଙ୍କ ପରେ ଯୁକ୍ତ ହୋଇ ତତ୍ତତ୍ ପଦମାନଙ୍କ ଅର୍ଥ ଅନୁସାରେ ସଂସ୍କୃତରେ ଊକ୍ତ ନାନା ଅର୍ଥ ପ୍ରକାଶ କରେ; ଯଥା—ନମସ୍+କୃ ଧାତୁ, ପୁରସ୍+କୃ ଧାତୁ, ଫଟ୍, ପୂଜାସ. ଦ୍ବିଧା, ମୁର୍ଦ୍ଧ୍ନା., ହସ୍ତେ, ମନସି, କ୍ଷମତ୍, ମତିଂ ଇତ୍ୟାଦି]