ଶବ୍ଦାର୍ଥ:
କୂଟଯନ୍ତ୍ର — ଉଚ୍ଚାରଣ: Kūṭaj̄antra
ସଂ. ବି. (କର୍ମାଧା; କୂଟ+ଯନ୍ତ୍ର) —
୧: ଫାଶ; ପଶୁ ଧରିବା ଜାଲ —୧. A snare.
୨: ଷଡ଼ଯନ୍ତ୍ର —୨. Conspiracy.