ଶବ୍ଦାର୍ଥ:
କୁହ୍ମାର — ଉଚ୍ଚାରଣ: Kuhmāra
ଦେ. ବି —
କିମ୍ଭାର; କୁମ୍ଭକାର — A potter.
ପ୍ରାଦେ. (ବସ୍ତର) ବି —
କମାର — A blacksmith.