ଶବ୍ଦାର୍ଥ:

କୁସ୍ତଗିରିକାମ
ଉଚ୍ଚାରଣ: Kustagirikāma
কুস্তগিরিকাজ कुस्तगिर काम

ଦେ. ବି.—(ବଣିଆ ଶବ୍ଦ) —

ବନ୍ଧୁକ, ତରବାରୀ, ଛୁରୀ, କଟାରୀ ଓ ଜମଦାଢି, ଆଦି ହତିଆରମାନଙ୍କର କେବଳ ବେଣ୍ଟରେ ବା ଉପରେ ସୁନା ଓ ରୂପାର ତାରଦ୍ବାରା କରାଯିବା କାରୁକର୍ମ —Gold and silver filagree work wrought on the handles and blades of swords daggers knives etc.