କୁସ୍ତଗିରିକାମ
କୁସ୍ତଗିରିକାମ —
ଉଚ୍ଚାରଣ: Kustagirikāma
কুস্তগিরিকাজ
कुस्तगिर काम
ଦେ. ବି.—(ବଣିଆ ଶବ୍ଦ) —
ବନ୍ଧୁକ, ତରବାରୀ, ଛୁରୀ, କଟାରୀ ଓ ଜମଦାଢି, ଆଦି ହତିଆରମାନଙ୍କର କେବଳ ବେଣ୍ଟରେ ବା ଉପରେ ସୁନା ଓ ରୂପାର ତାରଦ୍ବାରା କରାଯିବା କାରୁକର୍ମ —Gold and silver filagree work wrought on the handles and blades of swords daggers knives etc.