କୁଳିଆ
କୁଳିଆ —
ଉଚ୍ଚାରଣ: Kuḻiā
ଦେ. ବି —
୧: କୁଳମଣୀର ଡାକ ନାମ — ୧. Name of calling Kuḻamaṇi.
୨: କୁଲିଆ (ଦେଖ) Kuliā (See)
ଦେ. ବିଣ. —
(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)କୂଳବର୍ତୀ; କୁଳସ୍ଥ — Situated on the bank.
(ଯଥା—ନଇକୂଳିଆ)
ପ୍ରାଦେ. (ବାଲେଶ୍ବର) ବି. —
ଯେଉଁ ଡଙ୍ଗାରେ ତଳି କୋଣଯୁକ୍ତ; ଏରାବାଲା ଡଙ୍ଗା —A cutter.