ଶବ୍ଦାର୍ଥ:
କୁଳସ୍ଥାପନା — ଉଚ୍ଚାରଣ: Kuḻasthāpanā
ଦେ. ବି(ସଂ. କୂଳ+ସ୍ଥାପନା) —
ବଂଶରକ୍ଷା — The saving of a family from extinction.
ସତ୍ୟବତୀ ବ୍ୟାସ ଯେ ମୋହର ବିଚାରେ ହେଲା କୁଳସ୍ଥାପନା ତୁମ୍ଭମାନଙ୍କରେ କୃଷ୍ଣସିଂହ. ମହାଭାରତ. ଆଦି