ଶବ୍ଦାର୍ଥ:

କୁଳଟ
ଉଚ୍ଚାରଣ: Kuḻaṭa

ସଂ. ବି. ପୁଂ. (କୁଳ+ଅଟ୍ ଧାତୁ+କର୍ତ୍ତୁ. ଅ) —

୧: ନିଜ ଔରସ ପୁତ୍ର ଛଡା ଆପଣା ସ୍ତ୍ରୀଗର୍ଭଜାତ ଅନ୍ୟର ଔରସ ପୁତ୍ର; କ୍ଷେତ୍ରଜ ସନ୍ତାନ —୧. Any son except one's own; a son born of one's wife through not of one's loins

୨: ପୋଷ୍ୟପୁତ୍ର —୨. Adopted son.

ସଂ. ବି. ପୁଂ. —

ବ୍ୟଭିଚାରି; ପରସ୍ତ୍ରୀପ୍ରେମିକ —Adulterous