ଶବ୍ଦାର୍ଥ:
କୁଲ୍ହବୁବାତ୍ — ଉଚ୍ଚାରଣ: Kulhabubāt কূরহবুবাত্ कुलहबुबात्
ବୈଦେ. ବି. (ଫା) (କଚିରିଆ ଭାଷା; କବଲାରେ ବ୍ୟବହୃତ) —
କୌଣସି ସମ୍ପତ୍ତିରେ ଥିବା କୌଣସି ବ୍ୟକ୍ତିର ସମଗ୍ର ସ୍ବତ୍ବ ଓ ସ୍ବାମିତ୍ବ —The right, title and interest of a person in a property.