ଶବ୍ଦାର୍ଥ:
କୁର୍ହାଡ଼ି — ଉଚ୍ଚାରଣ: Kurhāṟḍ̠i কুড়াল कुल्लाहाड़ी
ଦେ. ବି. (ସଂ. କୁଠାର; ପ୍ରା. କୁଢ଼ାର) —
କାଠ ବା ଗଛ କାଟିବାର ଉଦ୍ଦେଶ୍ୟରେ ନିର୍ମିତ କାଠ— ବେଣ୍ଟଲଗା ଲୌହ ଅସ୍ତ୍ରବିଶେଷ — Axe; hatchet.