ଶବ୍ଦାର୍ଥ:
କୁରୁଡଙ୍ଗ — ଉଚ୍ଚାରଣ: Kurudaṅga
ପ୍ରାଦେ. (ଗଡ଼ଜାତ) ବି —
ଏକପ୍ରକାର ବନ୍ୟ ଗଛ — A kind of wild tree.
[ଦ୍ର—ଏହାର ଫଳକୁ କୁଟି ଜଳାଶୟାଦିର ପାଣିରେ ପକାଇଲେ ତହିଁରେ ମାଛମାନେ ବଉଳି ଯାଇ ଭାସି ଉଠନ୍ତି]