ଶବ୍ଦାର୍ଥ:
କୁମ୍ଭାର — ଉଚ୍ଚାରଣ: Kumbhāra (କୁମ୍ଭାରୁଣି—ସ୍ତ୍ରୀ) কুমার कुम्हार
ଦେ. ବି. (ସଂ. କୁମ୍ଭକାର) —
ମାଟି ପାତ୍ର ତିଆରି କରିବା ବ୍ୟକ୍ତି ବା ଜାତି —Potter.
କୁମ୍ଭାରବହୁ, ଝାଟିକି ନ ଗଲେ ମାଟିକି ଯାଉ—ପ୍ରବଚନ