ଶବ୍ଦାର୍ଥ:

କୁପିନୀ
ଉଚ୍ଚାରଣ: Kupinī

ସଂ. ବି. ସ୍ତ୍ରୀ. (ଗୁପ୍ ଧାତୁ=ଗୋପନ କରିବା+କର୍ତ୍ତୃ. ଇନ୍; ସ୍ତ୍ରୀ. ଈ; ନିପାତନ; ଗ=କ) —

୧: ଛୋଟ ଛୋଟ ମାଛ ଧରିବା ଜାଲ — ୧. A net for catching small fish. (M.W.)

୨: ମାଛର ଖାଳୋଇ (ପ୍ରକୃତିବାଦ) — ୨. A wicker-work recptacle used by fishermen for keeping the fish caught.

ସଂ. ବି. ପୁଂ. (କୁପିନ୍+ଇନ୍; ୧: ମା. ୧: ବ) —

କେଉଟ; ମତ୍ସ୍ୟଜୀବୀ— ବ୍ୟକ୍ତି —Fisherman.