ଶବ୍ଦାର୍ଥ:

କୁନ୍ଦନ ସୁନା
ଉଚ୍ଚାରଣ: Kundana sunā
कुंदन

ଦେ. ବି. (ବଣିଆ ଶବ୍ଦ) —

ବିଶୁଦ୍ଧ ସୁନାର ତାରକୁ ପାତଳା ପତ୍ର କରି ସେଥିରେ ଘସି ପାଉଁଶ ଓ ତେନ୍ତୁଳି ରସ ଓ ମସଲାଦ୍ବାରା ପୁଟ ଦେଇ ତତ୍ପରେ ୧୮: ଥର ବିଶୁଦ୍ଧ ଜଳରେ ଧୋଇଲେ ଯେଉଁ ସୁନା ହୁଏ — Very pure gold prepared by burning very fine foil of gold and washing it well.

କୁନ୍ଦନ ସୁନା କଳେବର ଝଲକ ଝୀନ ନୀଳୀମ୍ବର ଭୂପତି. ପ୍ରେମପଞ୍ଚାମୃତ