ଶବ୍ଦାର୍ଥ:
କୁନ୍ଦନକାମ — ଉଚ୍ଚାରଣ: Kundanakāma জড়াউ कुंदन
ଦେ. ବି. (ସଂ. କୁନ୍ଦନ) —
ସୁନାର ଅଳଙ୍କାର ଉପରେ ବହୁମୂଲ୍ୟ ରତ୍ନାଦି ବସାଯିବା କାରିଗରି — Work of artistic setting of gems on gold.
[ଦ୍ର—ଦାକ୍ଷିଣାତ୍ୟର ବଣିଆମାନଙ୍କର କୁନ୍ଦନକାମ ଭାରତ— ପ୍ରସିଦ୍ଧ]