କୁତ୍ସା
କୁତ୍ସା —
ଉଚ୍ଚାରଣ: Kṇtsā
ସଂ. ବି. (କୁତ୍ସ ଧାତୁ=ନିନ୍ଦା କରିବା+ଭାବ. ଅ+ସ୍ତ୍ରୀ. ଆ) —
୧: ନିନ୍ଦା —୧. Blame; calumny.
୨: ଦୋଷ ବର୍ଣ୍ଣନ; ଅପବାଦ — ୨. Blasphemy; slander; scandal.
କୁତ୍ସା ପାଣ୍ଡବଙ୍କର ବୋଲିବାରୁ ତୁମ୍ଭେ ତୁମ୍ଭର ତେଜ ହାନି କରିଥାଉଁ ଆମ୍ଭେ କୃଷ୍ଣସିଂହ. ମହାଭାରତ. ଭୀକ୍ଷ୍ମ
୩: ଘୃଣା —୩. Contempt.
୪: ଭର୍ତ୍ସନା; ଗାଳିମନ୍ଦ —୪. Reproach; abuse.
୫: କୁତ୍ସିତପଣ —୫. Ugliness.
[ଦ୍ର—ଉଚ୍ଚାରଣ ଦୋଷରେ ଲୋକେ 'ତ୍ସ'କୁ 'ଚ୍ଛ' କହନ୍ତି]