କୁତ୍ରିମୀ
କୁତ୍ରିମୀ —
ଉଚ୍ଚାରଣ: Kutrimī
ଦେ. ବିଣ. (କଚିରିଆ) —
୧: ପ୍ରତାରକ; ଛଳନା ପୂର୍ଣ୍ଣ — ୧. Fraudulent; artful.
୨: ଷଡ଼ୟନ୍ତ୍ରକାରୀ —୨. Conspiring.
୩: ଜାଲ୍କଲାବାଲା — ୩. Forger; fabricating forged documents.
୪: ଯେଉଁ ଲୋକ ମିଥ୍ୟା ମକଦ୍ଦମା ସର୍ଜନା କରେ — ୪. (a person) who gets up or fabricates false cases.