ଶବ୍ଦାର୍ଥ:
କୁଣ୍ଡୂୟମାନ — ଉଚ୍ଚାରଣ: Kaṇḍūyamāna (କଣ୍ଡୂୟମାନା—ସ୍ତ୍ରୀ)
ସଂ. ବିଣ. ଫୁ. (କଣ୍ଡୁୟ ନାମ ଧାତୁ+କର୍ତ୍ତୃ. ଶାନଚ୍) —
ଗଲୁ ମାରିବାକୁ ଗଲୁ ସ୍ଥାନକୁ ରାମ୍ପୁଥିବା ବା ଘଷୁଥିବା; କଣ୍ଡୂୟନକାରୀ; ଘର୍ଷଣକାରୀ — Engaged in scratching or rubbing to satiate itching.