ଶବ୍ଦାର୍ଥ:

କୁଣ୍ଡାଖାଇ
ଉଚ୍ଚାରଣ: Kuṇḍākhāi

ପ୍ରାଦେ. (ଗଡ଼ଜାତ ଓ ଆଳି) ବି —

ପକ୍ଷିବିଶେଷ — A kind of bird.

[ଦ୍ର—ଏମାନେ ଘରବାଡ଼ିରେ ଥାଆନ୍ତି; ବର୍ଣ୍ଣ ରକ୍ତ— ପାଣ୍ଡୁର, ଆକାରରେ ବଣି ଚଢ଼େଇ ପରି କିନ୍ତୁ ମୋଟା ଏମାନଙ୍କ ଥଣ୍ଟ ବଣି ଥଣ୍ଟ ପରି]