ଶବ୍ଦାର୍ଥ:
କୁଢ଼କେଲି — ଉଚ୍ଚାରଣ: Kuṟḍ̠ẖakeli
ପ୍ରାଦେ. (ଗଞ୍ଜାମ) ବି (ସଂ. କୁଢ଼ ଧାତୁ+କେଳ) —
ବାଲି ଗଦା କରି ତହିଁରେ ଖେଳିବା ଏକ ପ୍ରକାର ଖେଳ; ଧୂଳି ଖେଳ —A kind of children's sport consisting of making heaos of sand and playing with them.