ଶବ୍ଦାର୍ଥ:
କୁଡ଼ୁକା — ଉଚ୍ଚାରଣ: Kuṟḍ̠ukā
ପ୍ରାଦେ. (ବାଲେଶ୍ବର) ବି (ସଂ. କୁଡ଼ିକା=ଗିନା) —
ଅଣକ; ଡ଼ଙ୍କି —A wooden or metal spoon.
ସୁବର୍ଣ୍ଣ ଥାଳିରେ ସୁନା କୁଡ଼ୁକାରେ ପରଶନ୍ତି ବେଗ ବେଗ— ଧର୍ମପୂରାଣ