କୁଡ଼ିଆ
କୁଡ଼ିଆ —
ଉଚ୍ଚାରଣ: Kuṟḍ̠iā
কুঁড়য়া,কুডো
कटिया, कुरिया
ଦେ. ବି (ସଂ. କୁଟୀ) —
୧: କ୍ଷୁଦ୍ର ଗୃହ; କୁଟୀର — ୧. Hut
ଦକ୍ଷିଣରେ ଗନ୍ଧର୍ବେ ଋଷି କୁଡ଼ିଆରେ— କୃଷ୍ଣସିଂହ. ମହାଭାରତ. ଉଦ୍ଗୋଗପର୍ବ
୨: ପର୍ଣ୍ଣଶାଳା; ପତର କୁଡ଼ିଆ —୨. Hovel; temporary shed made of twigs and leaves.
ପ୍ରାଦେ (ପୁରୀ) ବି —
କୁଡ଼ୁଆ (ଦେଖ) — Kuṟḍ̠uā (See)