ଶବ୍ଦାର୍ଥ:

କୁଟୁମରଦିଆ
ଉଚ୍ଚାରଣ: Kuṭumaradiā

ପ୍ରାଦେ. (ବାଲେଶ୍ବର) ବିଣ —

ବହୁକୁଟୁମ୍ବୀ — (person or family) Having a large number of members in the family.

କୁଟୁମଉଦିଆ ଘର, ଛୁଆପିଲା ପଲେ—ଫକୀରମୋହନ ଗଳ୍ପସ୍ବଳ୍ପ