ଶବ୍ଦାର୍ଥ:

କୁଟଜ
ଉଚ୍ଚାରଣ: Kuṭaja

ସଂ. ବି. (କୁ଼ଟ=ଗିରିଶୃଙ୍ଗ+ଜନ୍ ଧାତୁ=ଜନ୍ମିବା+ କର୍ତ୍ତୃ. ଅ) —

୧: ଗିରିମଲ୍ଲିକା; ଇନ୍ଦ୍ରଜବ; ପିତାକୋରୁଆ — ୧. A creeper; Wrightea Antidysenterica.

୨: ଦ୍ରୋଣଙ୍କ ନାମ —୨. A name of Droṇa

୩: ଅଗସ୍ତ ଋଷି (କୁମ୍ଭରୁ ଜାତ ହୋଇଥିବାରୁ) — ୩. A name of sage Agastya.

ସଂ. ବି —

୧: ପର୍ବତରୁ ଜାତ — ୧. Produced from a mountain.

୨: ବୃକ୍ଷରୁ ଉତ୍ପନ — ୨. Born of a tree.