ଶବ୍ଦାର୍ଥ:
କୁଞ୍ଚାଇବା — ଉଚ୍ଚାରଣ: Kun̄chāibā কোঁচান सिमटना
ଦେ. କ୍ରି —
କୁଞ୍ଚିବାର ଣିଜନ୍ତ ରୂପ — Causative form of Kun̄chibā
କୁଞ୍ଚାଇ ତରଙ୍ଗ ମାନେ ତଟିନୀର ବେଣୀ ରାଧାନାଥ. ମହାୟାତ୍ରା