କୁଜା
କୁଜା —
ଉଚ୍ଚାରଣ: Kujā
ସଂ. ବି. ସ୍ତ୍ରୀ (କୁ= ପୃଥିବୀ+ଜନ୍ ଧାତୁ+ କର୍ତ୍ତୃ. ଅ+ସ୍ତ୍ରୀ.ଆ; ପୃଥବୀରୁ ଜାତ ହୋଇଥିବାରୁ) —
୧: ରାମପତ୍ନୀ ସୀତା — ୧. A name of Sītā wife of Rāma.
୨: କାତ୍ୟାୟନୀ; ଦୁର୍ଗା (ହି. ଶବ୍ଦସାଗର) — ୨. Goddess Durgā
ପ୍ରାଦେ. (ଗଞ୍ଜାମ) ବୈଦେ. (ତେ.) ବି—(ଢୁଳ. ବଂ. କୁଜା= ମାଠିଆ; ଫା ଓ ହି. କୁଜା= ମାଟିର ଛୋଟାମୁହାଁ ହାଣ୍ଡି; ବଣା) —
ସୋରେଇ: ସରୁ ଓ ଲମ୍ବା ମୁହଁ ଥିବା ଜଳପାତ୍ର — A long and narrow-necked waterjug.
কুজড়া; কুজা
घरटुटा; कुबड़ा
(କୁ଼ଜୀ—ସ୍ତ୍ରୀ)
ଦେ. ବିଣ. ପୁଂ (ସଂ. କୁବ୍ଜ) —
୧: କୁବ୍ଜ; ଉଚ୍ଚବକ୍ର; ଉପର ଆଡ଼କୁ ଗୋଲ ହୋଇ ବଙ୍କା —୧. Crooked.
୨: ୟାହାର ପିଠିରେ କୁଜ ବାହାରିଥାଏ; କୁବ୍ଜ— ପୃଷ୍ଠ; କୁଜାପିଠିଆ —୨. Hump-backed; hunch-backed.