ଶବ୍ଦାର୍ଥ:
କୁକୁରଝୁଣ୍ଟିଆ — ଉଚ୍ଚାରଣ: Kukurajhuṇṭiā
ପ୍ରାଦେ. (ଗଡ଼ଜାତ) ବି. —
ଶାକ ଲତାବିଶେଷ — A kind of creeping pot-herb.
[ ଦ୍ର—ଲୋକେ ଏହାର ପତ୍ରକୁ ଶାଗ କରି ଖାଆନ୍ତି]