କୁଆଡ଼ିକା
କୁଆଡ଼ିକା —
ଉଚ୍ଚାରଣ: Kuāṟḍ̠ikā
কোথাকার
कहाँका
ଗ୍ରା. ବିଣ —
୧: କେଉଁଆଡ଼ର; କେଉଁଦିଗର — ୧. Of what side.
୨: କେଉଁ ଅଞ୍ଚଳର —୨. Of what country.
୩: କାହୁଁଅଇଲା; ଅପରିଚିତ;ଅଜ୍ଞାତକୁଳଶୀଳ — ୩. Strange; of unknown antecedents.
୪: ଆଶ୍ଚର୍ୟ୍ୟଜନକ —୪. Wonderful.
୫: ଅଶ୍ରୁତପୂର୍ବ —୫. Unheard of.