କୁଆଡ଼
କୁଆଡ଼ —
ଉଚ୍ଚାରଣ: Kuāṟḍ̠a
কোনদিগ; কোথা
किसओर, कहाँ
ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) —
୧: କେଉଁ ଆଡ଼; କେଉଁ ଦିଗ — ୧. Which side or direction.
୨: ଅନିଶ୍ଚିତ ଦିଗ ବା ଦେଶ — ୨. Uncertain side or country.
୩: କେଉଁ ଅଞ୍ଚଳ ବା ଦେଶ — ୩. Which country.
[ଦ୍ର—ଏହି ଶବ୍ଦର ୨: ୟା ବିଭକ୍ତିରେ କୁଆଡ଼ିକୁ, ୫: ମୀରେ କୁଆଡ଼ୁ; କୁଆଡ଼ରୁ, ୬: ଷ୍ଠୀରେ କୁଆଡ଼ର, ୭: ମୀରେ କୁଆଡ଼େ ପଦମାନ ନିଷ୍ପନ୍ନ ହୁଏ]
ଗ୍ରା. ବିଣ —
କୁଆଡ଼ିକା (ଦେଖ) Kuāṟḍ̠ikā (See)