ଶବ୍ଦାର୍ଥ:
କୁଆଁରିଆ ଗାଈ — ଉଚ୍ଚାରଣ: Kuāñriā gāī
ପ୍ରାଦେ. (ଗଡ଼ଜାତ) ବି —
ଯେଉଁ ଗାଈକୁ ଗଉଡ଼ ଗୋଠରେ ଛାଡ଼ି ଦିଆ ଯାଇ ଥାଏ — A cow which has been entrusted to a cowherd to be tended along with his flock.