କୁଆଁର
କୁଆଁର —
ଉଚ୍ଚାରଣ: Kuāñra
ଦେ. ବି —
୧: ଅବିବାହିତ ଯୁବକ — ୧. Unmarried young man; a bachelor.
কুঁআর
कुँआर
କୁମାର —୨. Male child.
୩: ଗମ୍ଭାରୀ (ଦେଖ) ୩. Gambhārī (See)
ପ୍ରାଦେ. (ସମ୍ବଲପୁର; ତୁଳ; ହି. କ୍ବାର=ଆଶ୍ବିନ ମାସ) ବି —
କାର୍ତ୍ତିକମାସ —Month of Kārttika.
ପ୍ରାଦେ. (ଗଡ଼ଜାତ) ବି —
ଗାଈଗୋଠ —Cattle-pen.