ଶବ୍ଦାର୍ଥ:
କୀର୍ତନିଆଁ — ଉଚ୍ଚାରଣ: Kīrtaniāñ (କୀର୍ତନୀ—ସ୍ତ୍ରୀ) কীর্ত্তনীয়া कीर्त्तमिया
ଦେ. ବି. (ସଂ. କୀର୍ତନ) —
୧: ସଂକୀର୍ତନଦଳର ବ୍ୟକ୍ତି; କୀର୍ତନଗାୟକ — ୧. One belonging to a party of Kīrtana-players.
ଦେ. ବିଣ —
ସଂକୀର୍ତନକାରୀ — Chanting hymns.