ଶବ୍ଦାର୍ଥ:
କୀର୍ତନବାଲା — ଉଚ୍ଚାରଣ: Kīrtanabālā (କୀର୍ତନବାଲୀ—ସ୍ତ୍ରୀ) কীর্তন ওধলা कीर्त्तन वाला
ଦେ. ବି. ଫୁ —
ସଂକୀର୍ତନ ଦଳର ବ୍ୟକ୍ତି; କୀର୍ତନଗାୟକ — One belonging to a party of Kīrtana chanters.
ଦେ. ବିଣ —
ସଂକୀର୍ତନ ଗାନକାରୀ —Chanting hymns.