ଶବ୍ଦାର୍ଥ:
କୀର — ଉଚ୍ଚାରଣ: Kīra
ସଂ. ବି. (କୀ=ଶବ୍ଦାନୁକରଣ + ଈର୍ ଧାତୁ=ପ୍ରେରଣ କରିବା +କର୍ତ୍ତୃ. ଅ) —
୧: ଶୁକପକ୍ଷୀ; ଶୁଆ —୧. Parrot.
୨: ମାଂସ —Flesh.
୩: ଦେଶବିଶେଷ; କାଶ୍ମୀର — ୩. The country of Kashmere.
୪: କାଶ୍ମୀର ଦେଶବାସୀ ବ୍ୟକ୍ତି — ୪. A resident of Kashmere.