ଶବ୍ଦାର୍ଥ:
କିସ କରିବା — ଉଚ୍ଚାରଣ: Kisa karibā
ପ୍ରାଦେ. (ସମ୍ବଲପୁର) କ୍ରି —
ଈର୍ଷା କରିବା — To be spiteful; to grudge.
ଦେ. କ୍ରି. —
କଅଣ କରିବା —What to do.