କିସ
କିସ —
ଉଚ୍ଚାରଣ: Kisa
কি
क्या, किस
ଦେ. ସର୍ବନାମ ଓ ବିଣ. (ସଂ. କିମ୍) —
କି; କଅଣ — What.
ଅଧିକ କିସ ଲେଖିବି ଜଣାଣ ବିନତି ଭଞ୍ଜ. ପ୍ରେମସୁଧାନିଧି
କୃଷ୍ଣ କହନ୍ତି ବିରାଟ କାନ୍ଦ କିସ ଅର୍ଥେ ସାରଳା. ମହାଭାରତ. ଭୀଷ୍ମ
[ଦ୍ର—ୟାଜପୁର, ବାଲେଶ୍ବର,ଓ ଗଞ୍ଜାମରେ 'କି' ପରିବର୍ତ୍ତେ ଏହି ଶବ୍ଦର ବହୁଳ ପ୍ରଚଳନ ଦେଖାଯାଏ]
ପ୍ରାଦେ. (ସମ୍ବଲପୁର) ବି. (ସଂ. ଆକ୍ରୋଶ) —
ଈର୍ଷା — Spite; malice; grudge.