ଶବ୍ଦାର୍ଥ:

କିଷାନ୍
ଉଚ୍ଚାରଣ: Kishān
কিষান किसान

ପ୍ରାଦେ. (ବସ୍ତର ଓ ସମ୍ବଲପୁର) ବି. (ସଂ. କୃଷାଣ) —

୧: କୃଷକ; ଚାଷା — ୧. Agriculturist; husbandman.

(ଯଥା—କିଷାନ୍ର ମାଟି; ବିଦୁଆନର ପାଟି)

୨: ଚଷା ଶୂଦ୍ର ଜାତି — ୨. A caste of Ṡūra agriculturists.