ଶବ୍ଦାର୍ଥ:
କିଷାନ୍ — ଉଚ୍ଚାରଣ: Kishān কিষান किसान
ପ୍ରାଦେ. (ବସ୍ତର ଓ ସମ୍ବଲପୁର) ବି. (ସଂ. କୃଷାଣ) —
୧: କୃଷକ; ଚାଷା — ୧. Agriculturist; husbandman.
(ଯଥା—କିଷାନ୍ର ମାଟି; ବିଦୁଆନର ପାଟି)
୨: ଚଷା ଶୂଦ୍ର ଜାତି — ୨. A caste of Ṡūra agriculturists.