ଶବ୍ଦାର୍ଥ:

କିଳ
ଉଚ୍ଚାରଣ: Kiḻa

ସଂ. ବି. (କିଳ୍ ଧାତୁ+କର୍ତ୍ତୃ. ଅ) —

୧: କ୍ରୀଡ଼ା —୧. Play.

୨: ବିଳାସ —୨. Sport.

ସଂ. ଅ. (କିଳ୍ ଧାତୁ=ପ୍ରବେଶ କରିବା; ଆଦେଶ କରିବା+ଅ) —

ବାର୍ତ୍ତା, ସଂଭାବନା ଓ ନିଶ୍ଚୟାର୍ଥକ ଅବ୍ୟୟ — Interjection indicating message, inference and certainty.

[ ଦ୍ର—ଏ ଶଦ୍ଦ ଓଡ଼ିଆଭାଷାରେ ବ୍ୟବହୃତ ହୁଏ ନାହିଁ; ସଂସ୍କୃତ ଭାଷାରେ ନିମ୍ନଲିଖିତ ଉପଲକ୍ଷରେ ଏହାର ବ୍ୟବହାର ଅଛି— ନିଶ୍ଚୟତା, ସଂଭାବନା, ବିତର୍କ, ବାର୍ତ୍ତା, ପ୍ରସିଦ୍ଧି, ସ୍ତ୍ୟ, ଅଲୀକତା, ହେତୁ, ଐତିହ୍ୟ, ଅନୁନୟ, ଅରୁଚି ଓ ତିରସ୍କାର ଓଡ଼ିଆ ପଦ୍ୟରେ ଅତୀତ କାଳର କ୍ରିୟା ସଙ୍ଗେ ବ୍ୟବହୃତ 'କ' ଶଦ୍ଦ ଏହି 'କିଳ' ଶଦ୍ଦର ଅଂଶ ଯଥା—ଦଶରଥ ନାମେ ଏକ ଥିଲେକ ରାଜନ]