ଶବ୍ଦାର୍ଥ:
କିର୍ଷାନ୍ — ଉଚ୍ଚାରଣ: Kirshān किषारण কিসান
ଦେ. ବି. (ସଂ. କୃଷାଣ) —
୧: ଚଷା; କୃଷକ — ୧. Cultivator; agriculturist.
୨: ମଧ୍ୟପ୍ରଦେଶର ଶୂଦ୍ର ଚଷା ଜାତି —୨. A caste of Ṡūdra aggriculturists in Central India.