ଶବ୍ଦାର୍ଥ:
କିରିଆ କରିବା — ଉଚ୍ଚାରଣ: Kiriā karibā
ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର ତୁଳ; ହି. କିରିୟାଖାନା) କ୍ରି. —
ହଲପ କରିବା; ଶପଥ କରିବା —To swear.