ଶବ୍ଦାର୍ଥ:

କିରି
ଉଚ୍ଚାରଣ: Kiri

ସଂ. ବି. (କୃ. ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇ) —

୧: ଶୂକର; ବରାହ —୧. pig; boar.

୨: ମେଘ —୨. Cloud.

୩: ଏକପ୍ରକାର ଆଳୁ —୩. Batatas Edulis (M.W.)

୪: ଗଦା; ,ସ୍ତୁପ —୪. Pile (M.W.)

ପ୍ରାଦେ. (ସମ୍ବଲପୁର) ବି —

କପାର ମଇଲା ଅଂଶ — The refuse of cotton.

ଗ୍ରା. କ୍ରି. ଅସମାପିକା (ସଂ. କୃ ଧାତୁ) —

କରି; ସମାପ୍ତ କରି — (A present participle meaning) 'doing'; 'after doing'.

[ ଦ୍ର—ଅନ୍ୟ ଅସମାପିକା ପ୍ରଧାନ କ୍ରିୟା ପରେ ଲାଗେ, ଯଥା— ଯାଇକିରି, ଖାଇକିରି]