ଶବ୍ଦାର୍ଥ:
କିରା — ଉଚ୍ଚାରଣ: Kirā
ପ୍ରାଦେ. (ମେଦିନୀପୁର ଓ ସିଂହଭୂମ; ତୁଳ. ବଂ କିରା; କିରେ) —
ଶପଥ; ରାଣ —Oath.
ସର୍ବନାମ—(ପ୍ରଶ୍ନାର୍ଥକ)—କି? କଅଣ? —What?