କିମିଆ
କିମିଆ —
ଉଚ୍ଚାରଣ: Kimiā
যাদু
कीमिया
ବୈଦେ. ବି. (ଆ. କିମିୟା=ରସାୟନ ବିଦ୍ୟା; ତୁଳ. ଇଂ. କେମିଷ୍ଟ୍ରି) —
୧: ମନ୍ତ୍ର ଯନ୍ତ୍ର; ଗାରଡ଼ି ବିଦ୍ୟା; ଗୁଣି; ୟାଦୁ — ୧. Black art; charm.
୨: ଇନ୍ଦ୍ରଜାଲ —୨. Magic.
୩: ତାନ୍ତ୍ରିକ ଅଭିଚାର —୩. Tantric incantations. used against an enemy.