ଶବ୍ଦାର୍ଥ:
କିନି — ଉଚ୍ଚାରଣ: Kini
ଦେ. ଅ —
କିନା ୭: (ଦେଖ) Kinā ୭ (See)
ପ୍ରାଦେ. (କଟକ ସହର) ଅ. (ଅସମାପିକା କ୍ରିୟା ପରେ ବ୍ୟବହୃତ) —
କରି; ପୂର୍ବକ —With; being.
ସେ. ରାଗିକିନି ଘର ଭିତରକୁ ଗଲେ କୁନ୍ତଳାକୁମାରୀ ସାବତ. ନଅତୁଣ୍ଡୀ